କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ୬ ଏକର ଜମି ପାଇଁ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠପଢ଼ା ଆରମ୍ଭ ହେବ। ଏହା ପୂର୍ବରୁ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ସରକାରଙ୍କ ପକ୍ଷରୁ ୬ ଏକର ଜାଗା ଯୋଗାଇ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଏହି ଜମିକୁ ହସ୍ତାନ୍ତର କରିଛନ୍ତି। ଫଳରେ ସମୁଦାୟ କ୍ୟାପିଟାଲ ହସ୍ପିଟାଲର ମୋଟ ଅଞ୍ଚଳ ୨୭.୨୨୯ ଏକରକୁ ବୃଦ୍ଧି ପାଇଛି। ଜାଗା ହସ୍ତାନ୍ତର ପରେ ହସ୍ପିଟାଲ କର୍ତୃପକ୍ଷ ଜାତୀୟ ମେଡିକାଲ କମିସନ୍ … Continue reading କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ୬ ଏକର ଜମି ପାଇଁ କ୍ୟାବିନେଟ୍‌ରେ ଅନୁମୋଦନ